or_tn/eph/01/01.md

12 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଫିସୀୟ ମଣ୍ଡଳୀର ବିଶ୍ବାସୀମାନଙ୍କୁ ଲେଖୁଥିବା ଏହି ପତ୍ରରେ ପାଉଲ ଆପଣାକୁ ଲେଖକ ବୋଲି କହୁଛନ୍ତି I ଟିପ୍ପଣୀ ଦିଆଯାଇଥିବା ସ୍ଥାନ ବ୍ୟତୀତ, ସବୁ “ତୁମ୍ଭେମାନେ” ଓ “ତୁମ୍ଭମାନଙ୍କ” ବହୁବାଚକ ଶବ୍ଦଗୁଡିକ ଏଫିସୀୟ ବିଶ୍ବାସୀମାନଙ୍କୁ ଓ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I
# Paul, an apostle ... to God's holy people in Ephesus
ତୁମ ଭାଷାରେ ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ଓ ଏହାର ପ୍ରାପକମାନଙ୍କୁ ପରିଚୟ କରାଇବାର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ମୁଁ ପାଉଲ, ଜଣେ ପ୍ରେରିତ ...ତୁମ୍ଭମାନଙ୍କ ନିକଟକୁ, ଅର୍ଥାତ୍ ଏଫିସରେ ଥିବା ଈଶ୍ବରଙ୍କ ପବିତ୍ର ଲୋକମାନଙ୍କ ନିକଟକୁ ଏହି ପତ୍ର ଲେଖୁଅଛି”
# who are faithful in Christ Jesus
ଖ୍ରୀଷ୍ଟ ଯୀଶୁଙ୍କଠାରେ"" ଓ ସେହି ପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଯଥାସମ୍ଭବ ଏକ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I (ଦେଖ: [[rc://*/ta/man/translate/figs-metaphor]])