or_tn/col/03/25.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# anyone who does unrighteousness will receive the penalty
ବାକ୍ୟାଂଶ “ଦଣ୍ଡ ପ୍ରାପ୍ତ କରିବା”ର ଅର୍ଥ ଦଣ୍ଡିତ ହେବା। ଅନ୍ୟ ଏକ ଅନୁବାଦ: “ଯେ କେହି ଅର୍ଧମ କରିବ, ତାହାକୁ ଦଣ୍ଡ ଦିଆଯିବ” ଓ “ଯେ ଅର୍ଧମ କାର୍ଯ୍ୟ କରେ, ତାହାକୁ ଇଶ୍ବର ଦଣ୍ଡ ଦେବେ”
# who does unrighteousness
ଯେ ସକ୍ରିୟ ରୁପରେ କିଛି ପ୍ରକାର ଭୂଲ କାର୍ଯ୍ୟ କରେ
# there is no favoritism
ଭାବନାତ୍ମକ ବିଶେସ୍ୟ “ପକ୍ଷପାତ” କୁକ୍ରିୟା “ଅନୁଗ୍ରହ”ର ସାହିତ ପ୍ରକାଶ କରାଯାଇପାରିବ। କିଛି ଲୋଙ୍କକ ପକ୍ଷରେ ସେମାନଙ୍କୁ ଅଲଗା ଅଲଗାମାନଙ୍କ ଆଧରରେ ନିର୍ଣ୍ଣୟ କରିବା ସେଥିପାଇଁ ପରିଣାମ ସେମାନଙ୍କ ପାଇଁ ଉତ୍ତଂ ଅଟେ ଯାହା ଅନ୍ୟମାନଙ୍କ ପାଇଁ ସମାନ କାର୍ଯ୍ୟ କରନ୍ତି। ଅନ୍ୟ ଏକ ଅନୁବାଦ: “ଇଶ୍ବର କାହାରି ପକ୍ଷ ନିୟନ୍ତି ନାହିଁ” ଓ ଇଶ୍ବର ସମସ୍ତକୁ ଗୋଟିଏମାନଙ୍କରେ ବିଚାର କରିବେ(ଦେଖ:[[rc://*/ta/man/translate/figs-abstractnouns]])