or_tn/col/02/18.md

24 lines
3.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Let no one ... judge you out of your prize
ଏଠାରେ ପାଉଲ ମିଥ୍ୟା ଶିକ୍ଷକମାନଙ୍କୁ ସୂଚାନ୍ତିଯଦି ସେମାନେ ଏକ କ୍ରୀଡା ସମ୍ବନ୍ଧିୟ ପ୍ରତିଯୋଗିତାରେ ଭ୍ରଷ୍ଟବିଚାରପତି ଥିଲେ ଯେଉଁ ବିଶ୍ବାସୀମାନଙ୍କୁ ଅନ୍ୟାୟ ପୂର୍ଣ୍ଣରୂପରେ ଅଯୋଗ୍ୟ ବାଛିଲେ, ଯାହାକି ସେମାନେ ପୁରସ୍କାର ପାଇଁ ବାର ପାତ୍ର ଥିଲେ। ଏବଂ ସେ ଏକ ବ୍ୟକ୍ତିକୁ ବଂଚାଇବା ପାଇଁ ଖ୍ରୀଷ୍ଟକ କଥା କହନ୍ତି ଯେମିତିକି ଖ୍ରୀଷ୍ଟ ଏମିତି ପ୍ରତିଯୋଗିତାକୁ ବିଜେତାର ପୁରସ୍କାର ଦେଉଥିଲେ। ଅନ୍ୟ ଏକ ଅନୁବାଦ: “କେହିନୁହେଁ।।। ତୁମକୁ ପୁରସ୍କାର ଜିତିବାର ଅଯୋଗ୍ୟ ଘୋଷଣା କରେ”(ଦେଖ:[[rc://*/ta/man/translate/figs-metaphor]])
# who wants humility
ଶବ୍ଦ “ନମ୍ର ମନୋଭାବ”କାର୍ଯ୍ୟ ପାଇଁ ଏକ ଉପମାନ ଅଟେ ଜଣେ ଅନ୍ୟ ଜନଂକୁ ଭାବିବା ପାଇଁ କହେ। ଅନ୍ୟ ଏକ ଅନୁବାଦ: “କିଏ ଛାହେଁକି ତୁମେ ଏହା ଦେଖାଇବା ପାଇଁ ଏହା କର କି ତୁମେ ନମ୍ର ଅଟ” (ଦେଖା:[[rc://*/ta/man/translate/figs-metonymy]])
# enters into the things he has seen
ଏଠାରେ ପାଉଲ ସେହି ଲୋକମାନଙ୍କ ବିଷୟରେ କହନ୍ତି ଯେଉଁମାନେ କହନ୍ତି ସ୍ବପ୍ନ ଏବଂ ଦର୍ଶାନ ଇଶ୍ବରଙ୍କ ଠାରୁ ଏବଂ ସେ ସେମାନଙ୍କ ବିଷୟରେ ଗର୍ବରେ କହନ୍ତି। (ଦେଖ:[[rc://*/ta/man/translate/figs-metaphor]])
# becomes puffed up by his fleshly thinking
ଏଠାରେ ପାଉଲ ଏହା କହନ୍ତି ପାପପୂର୍ଣ ଚିନ୍ତାଧାରା ଜଣେ ବ୍ୟକ୍ତିକୁ ଏକ ବିରୋଧାତ୍ମକ କରିଥାଏ। ଅନ୍ୟ ଏକ ଅନୁବାଦ: “ନିଜର ଶାରୀରିକ ଭାବନା ମାଧ୍ୟମରେ ନିଜକୁ ଉପରକୁ ଗର୍ବିତ ମନେ କରିଥାଏ”(ଦେଖ:[[rc://*/ta/man/translate/figs-activepassive]])
# puffed up
ଏଠାରେ ଜଣେ ଗର୍ବିତ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ଯେମିତିକି ସେ ଗୋଟିଏ ବସ୍ତୁ ଅଟେ, ଆଉ ତାଙ୍କୁ କେହି ଫୁଙ୍କି ଅଛନ୍ତି ତାହା ଯେପରି ତାହାର ଆବଶ୍ୟକଠାରୁ ବୃହତ୍ ହୋଇଥାଏ। (ଦେଖ:[[rc://*/ta/man/translate/figs-metaphor]])
# his fleshly thinking
ଏଠାରେ ଶରୀର ବିଚାର ପାପୀ ମାନବର ସ୍ବଭାବ ପାଇଁ ଦର୍ଶାଇଛି “ପାପୀ ବିଚାରଗୁଡିକ ସେ ସ୍ବାଭାବିକ ରୁପରେ ଭାବିବ” (ଦେଖ:[[rc://*/ta/man/translate/figs-metaphor]])