or_tn/col/02/11.md

8 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# In him you were also circumcised
ପାଉଲ ଏପରି କହନ୍ତି ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଯେମିତିକି ସେମାନେ ଖ୍ରୀଷ୍ଟଙ୍କ ଶରୀର ଭିତରେ ଥିଲେ। ଏହାକୁ ବି ସକ୍ରିୟ ବନାଇପରିଵା। ଅନ୍ୟ ଏକ ଅନୁବାଦ: ""ତୁମେ ଯେବେ ଡୁବନ ନେଇ ମଣ୍ଡଳୀରେ ଯୋଗଦାନ କଲ, ଇଶ୍ବର ତୁମକୁ ସୁନ୍ନତ କଲେ"" (ଦେଖ: [[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-activepassive]] )
# a circumcision not done by humans
ଏହି ରୂପକର ସହିତ, ପାଉଲ କହୁଛନ୍ତି ଇଶ୍ବର ଖ୍ରୀଷ୍ଟିୟାନ ବିଶ୍ବାସୀମନଂକୁ ତାଙ୍କର ଗ୍ରହଣ ଯୋଗ୍ୟ ବନାଇଲେ ଯାହା ସେମାନଙ୍କୁ ସୁନ୍ନତ ସ୍ମରଣ କରାଏ, ଏହି ଧାର୍ମିକ ବିଧିସଙ୍ଗତ ଦ୍ବାରା ଏବ୍ରୀୟ ପୁତ୍ର ସନ୍ତାନମାନେ ଇସ୍ରାଏଲର ସମାଜରେ ମିଶାଯାଉଥିଲେ। (ଦେଖ:[[rc://*/ta/man/translate/figs-metaphor]])