or_tn/act/27/intro.md

16 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# ପ୍ରେରିତ ୨୭ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### ଜଳଯାତ୍ରା
ସମୁଦ୍ର ନିକଟରେ ବାସ କରୁଥିବା ଲୋକମାନେ ବାୟୁଚାଳିତ ଜାହାଜରେ ଯାତ୍ରା କରୁଥିଲେ I ବର୍ଷର କେତେକ ମାସରେ, ବାୟୁ ବେଳେବେଳେ ଭୁଲ୍ ଦିଗରେ ବହୁଥିଲା କିଅବା ଏତେ ଜୋର୍ ରେ ବହୁଥିଲା ଯେ ଜଳ ଯାତ୍ରା କରିବା ଅସମ୍ଭବ ହେଉଥିଲା I
### ଭରସା
ଈଶ୍ବର ତାହାଙ୍କୁ ସୁରକ୍ଷିତ ଭାବରେ ସ୍ଥଳଭାଗକୁ ଆଣିବେ ବୋଲି ପାଉଲ ଭରସା କରିଥିଲେ I ସେ ନାବିକ ଓ ସୈନ୍ୟମାନଙ୍କୁ ଭରସା ରଖିବାକୁ କହିଥିଲେ ଯେ ଈଶ୍ବର ସେସମସ୍ତଙ୍କୁ ମଧ୍ୟ ଜୀବିତ ରଖିବେ I (ଦେଖ: [[rc://*/tw/dict/bible/kt/trust]])
### ପାଉଲ ରୋଟୀ ଭାଙ୍ଗୁଛନ୍ତି
ଲୂକ ଏଠାରେ ପାଉଲଙ୍କ ରୋଟୀ ନେବା, ଈଶ୍ବରଙ୍କୁ ଧନ୍ୟବାଦ ଦେବା, ତାହା ଭାଙ୍ଗିବା ଓ ଖାଇବା ସମ୍ବନ୍ଧରେ ସେହି ଏକା ଶବ୍ଦଗୁଡିକ ବ୍ୟବହାର କରୁଛନ୍ତି, ଯାହା ସେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହ କରିଥିବା ଶେଷ ରାତ୍ରିଭୋଜକୁ ବର୍ଣ୍ଣନା କରିବାକୁ ବ୍ୟବହାର କରିଥିଲେ I ତଥାପି, ତୁମର ଅନୁବାଦ ତୁମର ପାଠକମାନଙ୍କୁ ଏହା ଭାବିବାକୁ ନ ଦେଉ ଯେ ପାଉଲ ଏଠାରେ ଗୋଟିଏ ଧାର୍ମିକ ବିଧିକୁ ପରିଚାଳନା କରୁଥିଲେ I