or_tn/act/26/27.md

4 lines
881 B
Markdown
Raw Permalink Normal View History

2020-11-19 00:15:53 +00:00
# Do you believe the prophets, King Agrippa?
ଭାବବାଦୀମାନେ ଯୀଶୁଙ୍କ ସମ୍ବନ୍ଧରେ କହିଥିବା ବିଷୟକୁ ଆଗ୍ରିପ୍ପା ଯେ ଆଗରୁ ବିଶ୍ବାସ କରୁଛନ୍ତି, ତାହା ଆଗ୍ରିପ୍ପାଙ୍କୁ ସ୍ମରଣ କରାଇଦେବାକୁ ପାଉଲ ଏହି ପ୍ରଶ୍ନ କରୁଛନ୍ତି I ଏହାକୁ ଗୋଟିଏ ଉକ୍ତିଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ହେ ରାଜା ଆଗ୍ରିପ୍ପା, ଯିହୂଦୀ ଭାବବାଦୀମାନେ ଯାହା କହିଛନ୍ତି, ତାହା ଆପଣ ଆଗରୁ ବିଶ୍ବାସ କରୁଛନ୍ତି I” (ଦେଖ: [[rc://*/ta/man/translate/figs-rquestion]])