or_tn/act/24/16.md

12 lines
785 B
Markdown
Raw Permalink Normal View History

2020-11-19 00:15:53 +00:00
# I always strive
ମୁଁ ସର୍ବଦା କଠିନ ପରିଶ୍ରମ କରେ କିମ୍ବା “ମୁଁ ମୋର ସର୍ବୋତ୍ତମ ସକ୍ଷମତା ଅନୁସାରେ କରେ”
# to have a clear conscience before God
ଏଠାରେ “ବିବେକ” ଜଣେ ଲୋକର ଆନ୍ତରିକ ନୈତିକତା, ଯାହା ଠିକ୍ ଓ ଭୁଲ୍ ବାଛିଥାଏ, ତାକୁ ବୁଝାଏ I ବିକଳ୍ପ ଅନୁବାଦ: “ନିର୍ଦ୍ଦୋଷ ହେବାକୁ” କିମ୍ବା “ଯାହା ଠିକ୍ ତାହା ସର୍ବଦା କରିବାକୁ” (ଦେଖ: [[rc://*/ta/man/translate/figs-metonymy]])
# before God
ଈଶ୍ବରଙ୍କ ସାକ୍ଷାତରେ