or_tn/act/22/04.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# I persecuted this Way
ଏଠାରେ “ଏହି ମାର୍ଗ,” “ମାର୍ଗ” କୁହାଯାଉଥିବା ଦଳର ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ମାର୍ଗର ଲୋକମାନଙ୍କୁ ମୁଁ ତାଡନା କରିଥିଲି” (ଦେଖ: [[rc://*/ta/man/translate/figs-metonymy]])
# this Way
ଏହି ଶବ୍ଦ ଖ୍ରୀଷ୍ଟବିଶ୍ବାସୀମାନଙ୍କୁ ବୁଝାଇବାପାଇଁ ବ୍ୟବହାର କରାଯାଇଥାଏ I [ପ୍ରେରିତ ୯:](../09/02.md)ରେ “ମାର୍ଗ”କୁ ତୁମେ କିପରି ଅନୁବାଦ କଲ ତାହା ଦେଖ I
# to the death
“ମୃତ୍ୟୁ” ଶବ୍ଦକୁ “ବଧ କରିବା” କିମ୍ବା “ମରିବା” କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ମୁଁ ସେମାନଙ୍କୁ ବଧ କରିବାର ଉପାୟ ଖୋଜିଲି” କିମ୍ବା “ଆଉ ମୁଁ ଏପରିକି ସେମାନଙ୍କର ମୃତ୍ୟୁ ଘଟାଇଲି” (ଦେଖ: [[rc://*/ta/man/translate/figs-abstractnouns]])
# binding up and delivering them to prison both men and women
ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ବାନ୍ଧି କାରାଗାରରେ ପକାଇ