or_tn/act/21/37.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# As Paul was about to be brought
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସୈନ୍ୟମାନେ ପାଉଲଙ୍କୁ ଆଣିବାପାଇଁ ଉଦ୍ୟତ ଥିବା ସମୟରେ” (ଦେଖ: [[rc://*/ta/man/translate/figs-activepassive]])
# the fortress
ଏହି ଗଡ଼ଟି ମନ୍ଦିରର ବାହାର ପ୍ରାଙ୍ଗଣ ସହିତ ଲାଗି ରହିଥିଲା I ଏହାକୁ ତୁମେ [ପ୍ରେରିତ ୨୧:୩୪](../21/34.md)ରେ କିପରି ଅନୁବାଦ କଲ ତାହା ଦେଖ I
# the chief captain
ପ୍ରାୟ ୬୦୦ ଜଣ ସୈନ୍ୟମାନଙ୍କ ଉପରେ ଜଣେ ରୋମୀୟ ସୈନ୍ୟ ଅଧିକାରୀ
# The captain said, ""Do you speak Greek?
ପ୍ରଧାନ ସେନାପତି ଆଶ୍ଚର୍ଯ୍ୟ ପ୍ରକଟ କରିବା ନିମନ୍ତେ ଏହି ପ୍ରଶ୍ନ କରୁଛନ୍ତି ଯେ ସେ ପାଉଲଙ୍କୁ ଯିଏ ହୋଇଥିବେ ବୋଲି ଭାବୁଥିଲେ ସେ ସେହି ନୁହନ୍ତି I ବିକଳ୍ପ ଅନୁବାଦ: “ତୁମେ କି ଗ୍ରୀକ୍ କହୁଛ I” କିମ୍ବା “ତୁମେ ଗ୍ରୀକ୍ କହୁଛ ବୋଲି ମୁଁ ଜାଣି ନ ଥିଲି I” (ଦେଖ: [[rc://*/ta/man/translate/figs-rquestion]])