or_tn/act/21/24.md

20 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Take these men and purify yourself with them
ସେମାନେ ଆପଣା ଆପଣାକୁ ବିଧିମତେ ଶୁଚି କରିବାକୁ ପଡୁଥିଲା, ଯେପରି ସେମାନେ ମନ୍ଦିରରେ ଉପାସନା କରିପାରିବେ I(ଦେଖ: [[rc://*/ta/man/translate/figs-explicit]])
# pay their expenses for them
ସେମାନେ ଯାହା ଆବଶ୍ୟକ କରନ୍ତି ତାହାର ଖର୍ଚ୍ଚ ପଇଠ କର I ଗୋଟିଏ ମେଷ କିମ୍ବା ମେଷୀ, ଗୋଟିଏ ଛାଗ, ଓ ଭକ୍ଷ୍ୟ ନୈବେଦ୍ୟ ଏବଂ ପେୟ ନୈବେଦ୍ୟ କିଣିବାପାଇଁ ଖର୍ଚ୍ଚ କରିବାକୁ ହେବ I (ଦେଖ: [[rc://*/ta/man/translate/figs-explicit]])
# they may shave their heads
ଏହା ଏକ ଚିହ୍ନ ଯେ ସେମାନେ ଯାହା କରିବାକୁ ଈଶ୍ବରଙ୍କ ନିକଟରେ ମନସ୍ଥ କରିଥିଲେ ତାହା ସମ୍ପୂର୍ଣ୍ଣ ହେଲା I (ଦେଖ: [[rc://*/ta/man/translate/translate-symaction]])
# the things they have been told about you
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତୁମ୍ଭ ବିଷୟରେ ଯାହା କହୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# follow the law
ବ୍ୟବସ୍ଥା ପାଳନ କରିବା ବିଷୟରେ ଏହା କୁହାଯାଏ ଯେ ସତେ ଯେପରି ବ୍ୟବସ୍ଥା ଜଣେ ନେତା ଓ ଲୋକମାନେ ତାହା ପଛରେ ଚାଲନ୍ତି I ବିକଳ୍ପ ଅନୁବାଦ: “ବ୍ୟବସ୍ଥା ପାଳନ କର” କିମ୍ବା “ମୋଶାଙ୍କ ବ୍ୟବସ୍ଥା ଓ ଅନ୍ୟ ଯିହୂଦୀ ପ୍ରଥା ଅନୁସାରେ ଜୀବନ ଯାପନ କର” (ଦେଖ: [[rc://*/ta/man/translate/figs-metaphor]])