or_tn/act/20/26.md

8 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# I am innocent of the blood of any man
ଏଠାରେ “ରକ୍ତ” ଜଣେ ଲୋକର ମୃତ୍ୟୁକୁ ବୁଝାଏ, ଯାହା, ଏହି କ୍ଷେତ୍ରରେ, ଶାରୀରିକ ମୃତ୍ୟୁ ନୁହେଁ, କିନ୍ତୁ ଆତ୍ମିକ ମୃତ୍ୟୁ ଯେତେବେଳେ ଈଶ୍ବର ଜଣେ ବ୍ୟକ୍ତିକୁ ପାପରେ ଦୋଷୀ ବୋଲି ଘୋଷଣା କରନ୍ତି I ପାଉଲ ସେମାନଙ୍କୁ ଈଶ୍ବରଙ୍କ ସତ୍ୟ ଜଣାଇଥିଲେ I ବିକଳ୍ପ ଅନୁବାଦ: “ଈଶ୍ବର ଯେଉଁମାନଙ୍କୁ ପାପରେ ଦୋଷୀ ବୋଲି ବିଚାର କରନ୍ତି, ମୁଁ ସେମାନଙ୍କ କାହାରିପାଇଁ ଦାୟୀ ନୁହେଁ, କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିନାହାନ୍ତି” (ଦେଖ: [[rc://*/ta/man/translate/figs-metonymy]])
# any man
ଏଠାରେ ଏହାର ଅର୍ଥ ପୁରୁଷ ଓ ସ୍ତ୍ରୀ ଯେ କୌଣସି ଲୋକ I ବିକଳ୍ପ ଅନୁବାଦ: “ଯେ କୌଣସି ଲୋକ” (ଦେଖ: [[rc://*/ta/man/translate/figs-gendernotations]])