or_tn/act/20/13.md

24 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
“ସେ,” ସେ ନିଜେ” ଓ ତାହାଙ୍କୁ” ଶବ୍ଦଗୁଡିକ ପାଉଲଙ୍କୁ ବୁଝାଏ I ଏଠାରେ “ଆମ୍ଭେମାନେ” ଶବ୍ଦ ଲେଖକ ଓ ତାହାଙ୍କ ସହିତ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, କିନ୍ତୁ ପାଠକକୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])
# Connecting Statement:
ଲେଖକ ଲୂକ, ପାଉଲ ଓ ତାହାଙ୍କର ଅନ୍ୟ ସଙ୍ଗୀମାନେ ସେମାନଙ୍କର ଯାତ୍ରାରେ ଅଗ୍ରସର ହେଉଛନ୍ତି; ତଥାପି ପାଉଲ ଯାତ୍ରାର କିଛି ଅଂଶ ପୃଥକ୍ ଭାବରେ ଯାଉଛନ୍ତି I
# We ourselves went
“ଆମ୍ଭେମାନେ” ଶବ୍ଦଟି ଗୁରୁତ୍ବ ବଢାଉଛି ଓ ପାଉଲ ଯେ କି ଜାହାଜରେ ଯାତ୍ରା କଲେ ନାହିଁ, ତାଙ୍କଠାରୁ ଲୂକ ଓ ତାଙ୍କର ସଙ୍ଗୀ ମାନଙ୍କୁ ପୃଥକ୍ କରୁଛି I (ଦେଖ: [[rc://*/ta/man/translate/figs-rpronouns]])
# sailed away to Assos
ଆସସ୍ ଏକ ସହର ଯାହା ଏଜିୟାନ୍ ସମୁଦ୍ର ଉପକୂଳରେ ଥିବା ବର୍ତ୍ତମାନର ତୁର୍କୀର ବେହରାମର ତଳ ଭାଗରେ ଅବସ୍ଥିତ I (ଦେଖ: [[rc://*/ta/man/translate/translate-names]])
# he himself desired
“ସେ ନିଜେ” ଶବ୍ଦ ଏହା ଗୁରୁତ୍ବ ଦେବାକୁ ବ୍ୟବହାର କରାଯାଇଛି ଯେ ପାଉଲ ତାହା ହିଁ ଚାହୁଁଥିଲେ I (ଦେଖ: [[rc://*/ta/man/translate/figs-rpronouns]])
# to go by land
ସ୍ଥଳ ଭାଗରେ ଯାତ୍ରା କରିବାକୁ