or_tn/act/19/26.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଦୀମୀତ୍ରିୟ ଶିଳ୍ପକାରମାନଙ୍କୁ କହିବା ଜାରି ରଖିଛନ୍ତି I
# You see and hear that
ତୁମ୍ଭେମାନେ ଜାଣିଅଛ ଓ ବୁଝିଅଛ ଯେ
# turned away many people
ପାଉଲ ଲୋକମାନଙ୍କୁ ମୂର୍ତ୍ତିପୂଜା କରିବାଠାରୁ ଅଟକାଇବା ବିଷୟକୁ ଏପରି କୁହାଯାଏ ସତେ ଯେପରି ପାଉଲ ପ୍ରତ୍ୟକ୍ଷ ଭାବରେ ଲୋକମାନଙ୍କୁ ଏକ ଭିନ୍ନ ଦିଗରେ ଫେରାଉଛନ୍ତି I ବିକଳ୍ପ ଅନୁବାଦ: “ଅନେକ ଲୋକମାନଙ୍କୁ ସ୍ଥାନୀୟ ଦେବତାଗୁଡିକର ପୂଜା କରିବାରୁ କ୍ଷାନ୍ତ କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
# He is saying that there are no gods that are made with hands
ଏଠାରେ “ହସ୍ତ” ସମଗ୍ର ବ୍ୟକ୍ତିକୁ ବୁଝାଇପାରେ I ବିକଳ୍ପ ଅନୁବାଦ: “ସେ କହୁଅଛି ଯେ ଲୋକମାନେ ତିଆରି କରୁଥିବା ମୂର୍ତ୍ତିଗୁଡିକ ପ୍ରକୃତ ଈଶ୍ବର ନୁହନ୍ତି I (ଦେଖ: [[rc://*/ta/man/translate/figs-ellipsis]] ଓ [[rc://*/ta/man/translate/figs-synecdoche]])