or_tn/act/19/15.md

8 lines
881 B
Markdown
Raw Permalink Normal View History

2020-11-19 00:15:53 +00:00
# Jesus I know, and Paul I know
ଆମ୍ଭେ ଯୀଶୁଙ୍କୁ ଓ ପାଉଲଙ୍କୁ ଜାଣୁ କିମ୍ବା “ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ଆମ୍ଭେ ପାଉଲଙ୍କୁ ଜାଣୁ”
# but who are you?
ଭୂତୁଡିଆମାନଙ୍କର ଅଶୁଚି ଆତ୍ମାଗୁଡ଼ିକ ଉପରେ କୌଣସି ଅଧିକାର ନାହିଁ ବୋଲି ଗୁରୁତ୍ବ ଦେବାକୁ ଅଶୁଚି ଆତ୍ମା ଏହି ପ୍ରଶ୍ନ ପଚାରିଲା I ବିକଳ୍ପ ଅନୁବାଦ: “କିନ୍ତୁ ଆମ୍ଭେ ତୁମ୍ଭକୁ ଜାଣୁନାହୁଁ” କିମ୍ବା “କିନ୍ତୁ ତୁମ୍ଭର ଆମ୍ଭ ଉପରେ ଅଧିକାର ନାହିଁ!” (ଦେଖ: [[rc://*/ta/man/translate/figs-rquestion]])