or_tn/act/19/11.md

8 lines
758 B
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେମାନଙ୍କୁ” ଓ ସେମାନେ” ଶବ୍ଦଗୁଡ଼ିକ ରୋଗୀମାନଙ୍କୁ ବୁଝାଏ I
# God was doing mighty deeds by the hands of Paul
ଏଠାରେ “ହସ୍ତ” ପାଉଲଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ; “ଈଶ୍ବର ପାଉଲଙ୍କୁ ଆଶ୍ଚର୍ଯ୍ୟ କର୍ମ କରିବାକୁ ବ୍ୟବହାର କରୁଥିଲେ” କିମ୍ବା “ଈଶ୍ବର ପାଉଲଙ୍କ ଦେଇ ଆଶ୍ଚର୍ଯ୍ୟ କର୍ମ କରୁଥିଲେ” (ଦେଖ: [[rc://*/ta/man/translate/figs-synecdoche]])