or_tn/act/18/25.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Apollos had been instructed in the teachings of the Lord
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ କିପରି ଜୀବନ ଯାପନ କରନ୍ତୁ ବୋଲି ପ୍ରଭୁ ଯୀଶୁ ଚାହୁଁଥିଲେ, ସେ ବିଷୟରେ ଆପଲ୍ଲଙ୍କୁ ଅନ୍ୟ ବିଶ୍ବାସୀମାନେ ଶିକ୍ଷା ଦେଇଥିଲେ I (ଦେଖ: [[rc://*/ta/man/translate/figs-activepassive]])
# Being fervent in spirit
ଏଠାରେ “ଆତ୍ମା” ଆପଲ୍ଲଙ୍କର ସମଗ୍ର ବ୍ୟକ୍ତିତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ଅତି ଉତ୍ସାହୀ ହୋଇ” (ଦେଖ: [[rc://*/ta/man/translate/figs-synecdoche]])
# the baptism of John
ଯୋହନ ଦେଇଥିବା ବାପ୍ତିସ୍ମ I ଏହା ହେଉଛି ଯୋହନ ଦେଉଥିବା ଜଳର ବାପ୍ତିସ୍ମ ସହିତ ଯୀଶୁଙ୍କ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ମଧ୍ୟରେ ତୁଳନା I