or_tn/act/17/30.md

24 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I
# Connecting Statement:
ପାଉଲ ଆରୟପାଗରେ ଦାର୍ଶନିକମାନଙ୍କୁ କହୁଥିବା ଆପଣାର କଥା ଶେଷ କରୁଛନ୍ତି, ଯାହା ସେ [ପ୍ରେରିତ ୧୭:](../17/22.md)ରେ ଆରମ୍ଭ କରିଥିଲେ I
# Therefore
କାରଣ ମୁଁ ଯାହା ଏବେ କହିଅଛି ସତ୍ୟ ଅଟେ
# God overlooked the times of ignorance
ଅଜ୍ଞାନତାର ସମୟରେ ଈଶ୍ବର ଲୋକମାନଙ୍କୁ ଦଣ୍ଡ ଦେବାପାଇଁ ଇଚ୍ଛା କଲେ ନାହିଁ
# times of ignorance
ଏହା ଈଶ୍ବର ଯୀଶୁଖ୍ରୀଷ୍ଟଙ୍କ ଦେଇ ଆପଣାକୁ ସମ୍ପୂର୍ଣ୍ଣଭାବରେ ପ୍ରକାଶ କରିବାର ଓ ଲୋକେ ଈଶ୍ବରଙ୍କ ଆଜ୍ଞାପାଳନ କରିବାକୁ ବାସ୍ତବଭାବରେ ଜାଣିବାର ପୂର୍ବ ସମୟକୁ ବୁଝାଏ I
# all men
ଏହାର ଅର୍ଥ ପୁରୁଷ ହେଉ ବା ସ୍ତ୍ରୀଲୋକ ହେଉ, ସମସ୍ତେ I ବିକଳ୍ପ ଅନୁବାଦ: “ସମସ୍ତ ଲୋକମାନେ” (ଦେଖ: [[rc://*/ta/man/translate/figs-gendernotations]])