or_tn/act/17/03.md

20 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ ([ପ୍ରେରିତ ୧୭:](../17/02.md))I
# He was opening the scriptures
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଲୋକମାନେ ବୁଝିପାରିବା ଭଳି ଶାସ୍ତ୍ର ବୁଝାଇବା ବିଷୟକୁ ଏପରି କୁହାଯାଏ ଯେ ସତେ ଯେପରି ପାଉଲ କିଛି ଗୋଟାଏ ଜିନିଷ ଖୋଲି ଦେଉଥିଲେ ଯାହା ଫଳରେ ଲୋକମାନେ ଭିତରେ କ’ଣ ଅଛି ତାହା ଦେଖିପାରିବେ କିମ୍ବା ) ପାଉଲ ପ୍ରତ୍ୟକ୍ଷ ଭାବରେ ଗୋଟିଏ ପୁସ୍ତକ ଅବା ନଳାକାର ପୁସ୍ତକ ଖୋଲି ତହିଁରୁ ପାଠ କରୁଥିଲେ I (ଦେଖ: [[rc://*/ta/man/translate/figs-metaphor]])
# it was necessary
ଏହା ଈଶ୍ବରଙ୍କ ଯୋଜନାର ଅଂଶ ଥିଲା
# to rise again
ଜୀବିତ ଅବସ୍ଥାକୁ ଫେରିବା
# from the dead
ସମସ୍ତ ମୃତମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପାତାଳରେ ଏକତ୍ର ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଫେରି ଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I