or_tn/act/15/05.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେମାନଙ୍କୁ” ଶବ୍ଦଟି ଅଣଯିହୂଦୀ ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ସୁନ୍ନତ ହୋଇ ନ ଥିଲେ ଓ ପୁରାତନ ନିୟମର ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରୁ ନ ଥିଲେ I
# Connecting Statement:
ପାଉଲ ଓ ବର୍ଣ୍ଣବ୍ବା ବର୍ତ୍ତମାନ ପ୍ରେରିତ ଓ ପ୍ରାଚୀନମାନଙ୍କୁ ଭେଟିବାପାଇଁ ଯିରୂଶାଲମରେ ଅଛନ୍ତି I
# But certain men
ଏଠାରେ ଲୂକ ଯେଉଁମାନେ କେବଳ ଯୀଶୁଙ୍କଠାରେ ପରିତ୍ରାଣ ଅଛି ବୋଲି ବିଶ୍ବାସ କରୁଥିଲେ ସେମାନଙ୍କ ସହିତ ଯେଉଁମାନେ ଯୀଶୁଙ୍କଠାରେ ପରିତ୍ରାଣ ଅଛି ବୋଲି ବିଶ୍ବାସ କରୂଥିଲେ, ତଥାପି ପରିତ୍ରାଣ ପାଇଁ ସୁନ୍ନତ ହେବା ଆବଶ୍ୟକ ବୋଲି ବିଶ୍ବାସ କରୁଥିଲେ ସେମାନଙ୍କୁ ପ୍ରଭେଦ କରୁଛନ୍ତି I
# to keep the law of Moses
ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ