or_tn/act/14/22.md

16 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# They kept strengthening the souls of the disciples
ଏଠାରେ “ମନ” ଶିଷ୍ୟମାନଙ୍କୁ ବୁଝାଏ I ଏହା ସେମାନଙ୍କର ଆନ୍ତରିକ ଭାବନା ଓ ବିଶ୍ବାସକୁ ଗୁରୁତ୍ବ ଦିଏ I ବିକଳ୍ପ ଅନୁବାଦ: “ପାଉଲ ଓ ବର୍ଣ୍ଣବ୍ବା ବିଶ୍ବାସୀମାନଙ୍କୁ ଯୀଶୁଙ୍କ ବିଷୟକ ସମ୍ବାଦ ବିଶ୍ବାସ କରି ସେଥିରେ ଲାଗି ରହିବାକୁ ବିନତି କଲେ” କିମ୍ବା “ପାଉଲ ଓ ବର୍ଣ୍ଣବ୍ବା ବିଶ୍ବାସୀମାନଙ୍କୁ ଯୀଶୁଙ୍କ ସହିତ ସେମାନଙ୍କ ସମ୍ପର୍କରେ ଦୃଢ଼ ହୋଇ ବୃଦ୍ଧି ପାଇବାକୁ ବିନତି କଲେ” (ଦେଖ: [[rc://*/ta/man/translate/figs-synecdoche]])
# encouraging them to continue in the faith
ଯୀଶୁଙ୍କଠାରେ ଭରସା ରଖିବାକୁ ବିଶ୍ବାସୀମାନଙ୍କୁ ଉତ୍ସାହ ଦେଇ
# saying, ""We must enter into the kingdom of God through many sufferings.
କେତେକ ଅନୁବାଦ ଏହାକୁ ଏକ ପରୋକ୍ଷ ଉଦ୍ଧୃତି ଭାବରେ ଅନୁବାଦ କରନ୍ତି, “ଏହା କହି ଯେ ଅନେକ ଦୁଃଖଭୋଗ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ” I ଏଠାରେ “ଆମ୍ଭେମାନେ” ଶବ୍ଦ ଲୂକ ଓ ପାଠକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/writing-quotations]] ଓ [[rc://*/ta/man/translate/figs-inclusive]])
# We must enter
ପାଉଲ ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେଣୁକରି “ଆମ୍ଭେମାନେ” ଶବ୍ଦ ଅନ୍ତର୍ଭୁକ୍ତକାରୀ I (ଦେଖ: [[rc://*/ta/man/translate/figs-inclusive]])