or_tn/act/13/33.md

24 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# he has fulfilled for us, their children, by
ତୁମେ ହୁଏତ ଏହି ବାକ୍ୟର ଅଂଶଗୁଡିକୁ ଆଉଥରେ ସଜାଡିପାର, ଯାହା ୩୨ ପଦରେ ଆରମ୍ଭ ହୋଇଛି I ଆମ୍ଭେମାନେ ଯେଉଁମାନେ ସେମାନଙ୍କର ସନ୍ତାନ, ଆମ୍ଭମାନଙ୍କ ନିମନ୍ତେ ଈଶ୍ବର ଆମ୍ଭମାନଙ୍କ ପିତୃପୁରୁଷମାନଙ୍କ ନିକଟରେ କରିଥିବା ଏହି ପ୍ରତିଜ୍ଞାଗୁଡ଼ିକୁ ସଫଳ କରିଛନ୍ତି, ଏହା ଦ୍ବାରା” (ଦେଖ: [[rc://*/ta/man/translate/translate-versebridge]])
# for us, their children
ଆମ୍ଭମାନଙ୍କ ନିମନ୍ତେ, ଯେଉଁମାନେ ଆମ୍ଭମାନଙ୍କ ପିତୃପୁରୁଷଗଣର ସନ୍ତାନ I ପାଉଲ ଏପର୍ଯ୍ୟନ୍ତ ପିସିଦିଆର ଆନ୍ତିୟଖିଆରେ ଥିବା ସମାଜଗୃହର ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କୁ କଥା କହୁଥିଲେ I ଏମାନେ ଶାରୀରିକଭାବେ ଯିହୂଦୀମାନଙ୍କର ଓ ଆତ୍ମିକଭାବେ ଯିହୂଦୀ ଧର୍ମାବଲମ୍ବୀ ବିଜାତିମାନଙ୍କର ପିତୃପୁରୁଷ ଥିଲେ I
# by raising up Jesus
ଏଠାରେ, ଉଠାଇବା ଏକ ରୂଢି ଅଟେ ଯାହାର ଅର୍ଥ ହେଉଛି ଜଣେ ମରି ଯାଇଥିବା ବ୍ୟକ୍ତିକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: “ଯୀଶୁଙ୍କୁ ପୁନର୍ଜୀବିତ କରିବା ଦ୍ବାରା” (ଦେଖ: [[rc://*/ta/man/translate/figs-idiom]])
# As it is written in the second Psalm
ଏହା ଦ୍ବିତୀୟ ଗୀତରେ ଲେଖାଯାଇଥିଲା
# the second Psalm
ଗୀତସଂହିତା
# Son ... Father
ଏଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଉପାଧି ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ : [[rc://*/ta/man/translate/guidelines-sonofgodprinciples]])