or_tn/act/13/31.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# He was seen ... Galilee to Jerusalem
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଗାଲୀଲୀରୁ ଯିରୂଶାଲମକୁ ଯୀଶୁଙ୍କ ସହିତ ଯାତ୍ରା କରିଥିବା ଶିଷ୍ୟମାନେ ଅନେକ ଦିନ ପର୍ଯ୍ୟନ୍ତ ତାହାଙ୍କର ଦର୍ଶନ ପାଇଲେ” (ଦେଖ: [[rc://*/ta/man/translate/figs-activepassive]])
# many days
ଅନ୍ୟ ଲେଖାଗୁଡିକରୁ ଆମ୍ଭେମାନେ ଜାଣୁ ଯେ ଏହାର ଅବଧି ୪୦ ଦିନ ଥିଲା I “ଅନେକ ଦିନ”କୁ ଏକ ଉପଯୋଗୀ ସମୟର ଦୀର୍ଘତା ବୁଝାଉଥିବା ଶବ୍ଦରେ ଅନୁବାଦ କର I
# are now his witnesses to the people
ବର୍ତ୍ତମାନ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେଉଛନ୍ତି କିମ୍ବା “ବର୍ତ୍ତମାନ ଯୀଶୁଙ୍କ ବିଷୟରେ କହୁଛନ୍ତି”