or_tn/act/12/24.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
#
୨୩ ପଦରୁ ଇତିହାସକୁ ୨୪ ପଦଟି ଆଗେଇ ନେଉଛି I ୧୧:୩୦ରୁ ଇତିହାସକୁ ୨୫ ପଦଟି ଆଗେଇ ନେଉଛି I (ଦେଖ: [[rc://*/ta/man/translate/writing-endofstory]])
# the word of God increased and multiplied
ଈଶ୍ବରଙ୍କ ବାକ୍ୟ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ଏହା ଏକ ଜୀବନ୍ତ ବୃକ୍ଷ ଯାହା ବୃଦ୍ଧି ପାଇବାକୁ ଓ ଉତ୍ପନ୍ନ କରିବାକୁ ସକ୍ଷମ ଅଟେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ବାକ୍ୟର ସମ୍ବାଦ ଅଧିକ ସ୍ଥାନକୁ ବ୍ୟାପିଗଲା ଓ ଅନେକ ଲୋକ ତାହାଙ୍କଠାରେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-metaphor]])
# the word of God
ଯୀଶୁଙ୍କ ବିଷୟରେ ଈଶ୍ବର ପ୍ରେରଣ କରିଥିବା ସମ୍ବାଦ