or_tn/act/12/11.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# When Peter came to himself
ଏହା ଗୋଟିଏ ରୂଢି ଅଟେ I ବିକଳ୍ପ ଅନୁବାଦ: “ଯେତେବେଳେ ପିତର ସମ୍ପୂର୍ଣ୍ଣ ଜାଗ୍ରତ ଓ ସଚେତନ ହୋଇଗଲେ” କିମ୍ବା “ଯେତେବେଳେ ପିତର ଜାଣିଗଲେ ଯେ ଯାହା ତାଙ୍କ ପ୍ରତି ଘଟିଲା ତାହା ବାସ୍ତବ ଅଟେ” (ଦେଖ: [[rc://*/ta/man/translate/figs-idiom]])
# delivered me out of the hand of Herod
ଏଠାରେ “ହେରୋଦଙ୍କ ହସ୍ତ” ହେରୋଦଙ୍କ ଅକ୍ତିଆର” କିମ୍ବା “ହେରୋଦଙ୍କ ଯୋଜନା”କୁ ବୁଝାଏ I ବିକଳ୍ପ ଅନୁବାଦ: “ହେରୋଦ ମୋର ବିନାଶ ପାଇଁ କରିଥିବା ଯୋଜନାରୁ ମୋତେ ରକ୍ଷା କଲେ” (ଦେଖ: [[rc://*/ta/man/translate/figs-metonymy]])
# delivered me
ଉଦ୍ଧାର କଲେ
# everything the Jewish people were expecting
ଏଠାରେ “ଯିହୂଦୀ ଲୋକମାନେ” ସମ୍ଭବତଃ ମୁଖ୍ୟଭାବରେ ଯିହୂଦୀ ନେତାମାନଙ୍କୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯିହୂଦୀ ନେତାମାନେ ଯାହାସବୁ ମୋ ପ୍ରତି ଘଟିବ ବୋଲି ଭାବିଥିଲେ” (ଦେଖ: [[rc://*/ta/man/translate/figs-synecdoche]])