or_tn/act/09/31.md

28 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
୩୧ ପଦ ଗୋଟିଏ ଉକ୍ତି ଅଟେ ଯାହା ମଣ୍ଡଳୀର ବୃଦ୍ଧି ଉପରେ ଏକ ତାଜା ବିବରଣୀ ଦିଏ I
# Connecting Statement:
୩୨ ପଦରେ, ଘଟଣାଟି ଶାଉଲଙ୍କଠାରୁ ପିତରଙ୍କ ବିଷୟରେ ଘଟଣାର ଏକ ନୂଆ ଅଂଶକୁ ସ୍ଥାନାନ୍ତରିତ ହୁଏ I
# the church throughout all Judea, Galilee, and Samaria
ଏଠାରେ ଏକବଚନ “ମଣ୍ଡଳୀ” ଶବ୍ଦଟି ପ୍ରଥମ ଥର ପାଇଁ ଏକାଧିକ ସ୍ଥାନୀୟ ମଣ୍ଡଳୀକୁ ବୁଝାଉଛି I ଏଠାରେ ଏହା ଇଶ୍ରାୟେଲସାରା ସବୁ ଲୋକଗୋଷ୍ଠୀ ମଧ୍ୟରେ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I
# had peace
ଶାନ୍ତିରେ ବାସ କଲେ I ଏହାର ଅର୍ଥ ହେଉଛି ଯେ ସ୍ତିଫାନଙ୍କ ବଧ ସହିତ ଆରମ୍ଭ ହୋଇଥିବା ତାଡ଼ନା ଶେଷ ହୋଇଛି I
# was built up
ଅଭିକର୍ତ୍ତା ହେଉଛନ୍ତି ଈଶ୍ବର କିମ୍ବା ପବିତ୍ର ଆତ୍ମା I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ବୃଦ୍ଧିପାଇବା ନିମନ୍ତେ ସାହାଯ୍ୟ କଲେ” କିଅବା “ପବିତ୍ର ଆତ୍ମା ସେମାନଙ୍କର ବୃଦ୍ଧି ସାଧନ କଲେ” (ଦେଖ: [[rc://*/ta/man/translate/figs-activepassive]])
# walking in the fear of the Lord
ଏଠାରେ ଚାଲିବା “ଜୀବନ ଯାପନ କରିବା”ର ଏକ ରୂପକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ଆଜ୍ଞାବହ ହୋଇ ଜୀବନ ଯାପନ କରିବା” କିମ୍ବା “ପ୍ରଭୁଙ୍କର ସମ୍ଭ୍ରମ କରିବାରେ ଲାଗି ରହିବା” (ଦେଖ: [[rc://*/ta/man/translate/figs-metaphor]])
# in the comfort of the Holy Spirit
ପବିତ୍ର ଆତ୍ମା ସେମାନଙ୍କୁ ବଳ ଯୋଗାଇ ଓ ଉତ୍ସାହ ଦେଇ