or_tn/act/09/28.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# He met with them
ଏଠାରେ “ସେ” ପାଉଲଙ୍କୁ ବୁଝାଏ I “ସେମାନଙ୍କୁ” ଶବ୍ଦଟି ସମ୍ଭବତଃ ଯିରୂଶାଲମରେ ଥିବା ପ୍ରେରିତମାନଙ୍କୁ ଓ ଅନ୍ୟ ଶିଷ୍ୟମାନଙ୍କୁ ବୁଝାଏ I
# in the name of the Lord Jesus
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଏହା କେବଳ ପ୍ରଭୁ ଯୀଶୁଙ୍କୁ ବୁଝାଏ ଓ ପାଉଲ କାହା ବିଷୟରେ କହୁଥିଲେ ତାହା ଜଣାଏ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ବିଷୟରେ” କିମ୍ବା ) “ନାମ” ଅଧିକାରକୁ ବୁଝାଇବାପାଇଁ ଏକ ପ୍ରତିବଦଳ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ଅଧିକାରର ଅଧିନରେ” କିଅବା “ପ୍ରଭୁ ଯୀଶୁ ତାହାଙ୍କୁ ଦେଇଥିବା ଅଧିକାର ସହିତ” (ଦେଖ: [[rc://*/ta/man/translate/figs-metonymy]])