or_tn/act/05/31.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# God exalted him to his right hand
“ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବ” ରେ ରହିବାର ଅର୍ଥ ସାଂକେତିକ ଭାବେ ଈଶ୍ବରଙ୍କଠାରୁ ମହାନ୍ ସମ୍ମାନ ଓ ଅଧିକାର ଗ୍ରହଣ କରିବା I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଆପଣା ପାର୍ଶ୍ବରେ ଥିବା ସମ୍ମାନର ସ୍ଥାନକୁ ଉନ୍ନତ କଲେ” (ଦେଖ: [[rc://*/ta/man/translate/translate-symaction]])
# give repentance to Israel, and forgiveness of sins
“ମନ ପରିବର୍ତ୍ତନ” ଓ “ପାପ କ୍ଷମା” ଶବ୍ଦ ଗୁଡ଼ିକୁ କ୍ରିୟା ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଇଶ୍ରାୟେଲ ଲୋକମାନଙ୍କୁ ମନ ପରିବର୍ତ୍ତନ କରିବା ନିମନ୍ତେ ଏକ ସୁଯୋଗ ଦେବା ଯେପରି ଈଶ୍ବର ସେମାନଙ୍କର ପାପ କ୍ଷମା କରିବେ” (ଦେଖ: [[rc://*/ta/man/translate/figs-abstractnouns]])
# Israel
“ଇଶ୍ରାୟେଲ” ଶବ୍ଦଟି ଯିହୂଦୀ ଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])