4 lines
782 B
Markdown
4 lines
782 B
Markdown
|
# to do all that your hand and your plan had decided
|
||
|
|
||
|
ଏଠାରେ “ହସ୍ତ” ଶବ୍ଦଟି ଈଶ୍ବରଙ୍କ ଶକ୍ତିକୁ ବୁଝାଏ I ଏହା ସହିତ, “ତୁମ୍ଭର ହସ୍ତ ଓ ତୁମ୍ଭର ନିରୂପିତ ସଂକଳ୍ପ” ଈଶ୍ବରଙ୍କ ଶକ୍ତି ଓ ଯୋଜନାକୁ ଦର୍ଶାଏ I ବିକଳ୍ପ ଅନୁବାଦ: “ତୁମ୍ଭ ନିରୂପିତ ସମସ୍ତ ବିଷୟ କରିବାକୁ, କାରଣ ତୁମ୍ଭେ ଶକ୍ତିମାନ୍ ଓ ତୁମ୍ଭେ ଯୋଜନା କରିଥିବା ସମସ୍ତ ବିଷୟ କଲ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-synecdoche]])
|