or_tn/act/04/26.md

16 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ବିଶ୍ବାସୀମାନେ ଦାଉଦ ରାଜାଙ୍କ ରଚିତ ଗୀତରୁ ଉର୍ଦ୍ଧୃତ କରିବା ଶେଷ କରୁଛନ୍ତି ଯାହା ସେମାନେ [ପ୍ରେରିତ ୪:୨୫](../04/25.md)ରେ ଆରମ୍ଭ କରିଥିଲେ I
# The kings of the earth set themselves together, and the rulers gathered together against the Lord
ଏହି ଦୁଇଟି ଧାଡି ମୌଳିକ ଭାବରେ ସମାନ ବିଷୟକୁ ବୁଝାଏ I ଏହି ଦୁଇଟି ଧାଡି ଈଶ୍ବରଙ୍କୁ ବିରୋଧ କରିବାପାଇଁ ପୃଥିବୀସ୍ଥ ଶାସନକର୍ତ୍ତାମାନଙ୍କର ମିଳିତ ଉଦ୍ୟମକୁ ବୁଝାଏ I
# set themselves together ... gathered together
ଏହି ଦୁଇଟି ବାକ୍ୟାଂଶ ବୁଝାଏ ଯେ ଯୁଦ୍ଧ କରିବାପାଇଁ ସେମାନେ ସେମାନଙ୍କର ସୈନ୍ୟବାହିନୀକୁ ଏକତ୍ର କଲେ I ବିକଳ୍ପ ଅନୁବାଦ: “ସେମାନଙ୍କର ସୈନ୍ୟବାହିନୀଗଣଙ୍କୁ ପ୍ରସ୍ତୁତ କରିଛନ୍ତି ... ସେମାନଙ୍କର ସୈନ୍ୟମାନଙ୍କୁ ଏକତ୍ର କରିଛନ୍ତି” (ଦେଖ: [[rc://*/ta/man/translate/figs-metonymy]])
# against the Lord, and against his Christ
ଏଠାରେ “ପ୍ରଭୁ” ଶବ୍ଦଟି ଈଶ୍ବରଙ୍କୁ ବୁଝାଏ I ଗୀତସଂହିତାରେ, “ଖ୍ରୀଷ୍ଟ” ଶବ୍ଦ ମଶୀହଙ୍କୁ କିଅବା ଈଶ୍ବରଙ୍କ ଅଭିଷିକ୍ତଙ୍କୁ ବୁଝାଏ I