or_tn/act/03/26.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# After God raised up his servant
ଈଶ୍ବର ଯୀଶୁଙ୍କୁ ଆପଣାର ଦାସଭାବରେ ଉତ୍ପନ୍ନକରି ତାହାଙ୍କୁ ବିଖ୍ୟାତ କରିବା ପରେ
# his servant
ଏହା ମଶୀହ ଯୀଶୁଙ୍କୁ ବୁଝାଏ I
# turning every one of you from your wickedness
ଏଠାରେ “ରୁ...ଫେରାଇ” ଶବ୍ଦଟି ଜଣକୁ କିଛି କରିବାରୁ ଅଟକାଇବା ବିଷୟରେ ଏକ ରୂପକ ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଜଣଙ୍କୁ ଦୁଷ୍ଟ କାର୍ଯ୍ୟ କରିବାରୁ ଅଟକାଇବା” କିମ୍ବା “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ଦୁଷ୍ଟତାରୁ ମନ ପରିବର୍ତ୍ତନ କରାଇବା” (ଦେଖ: [[rc://*/ta/man/translate/figs-metaphor]])