or_tn/act/03/21.md

28 lines
2.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
-୨୩ ପଦରେ ପିତର ମଶୀହଙ୍କ ଆଗମନ ପୂର୍ବରୁ ମୋଶା କହିଥିବା କିଛି ବିଷୟକୁ ଉର୍ଦ୍ଧୃତ କରୁଛନ୍ତି I
# Connecting Statement:
[ପ୍ରେରିତ ୩:୧୨](../03/12.md)ରେ ପିତର ମନ୍ଦିର ପରିସରରେ ଠିଆ ହୋଇଥିବା ଯିହୂଦୀମାନଙ୍କ ନିମନ୍ତେ ଯେଉଁ ବକ୍ତୃତା ଆରମ୍ଭ କରିଥିଲେ ତାହା ସେ ଜାରି ରଖୁଛନ୍ତି I
# He is the One heaven must receive
ତାହାଙ୍କୁ ସ୍ବର୍ଗ ସ୍ବାଗତ କରିବା ଉଚିତ I ପିତର ସ୍ବର୍ଗ ବିଷୟରେ କହୁଛନ୍ତି ଯେ ସତେ ଯେମିତି ତାହା ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କୁ ନିଜ ଗୃହକୁ ସ୍ବାଗତ କରୁଛନ୍ତି I (ଦେଖ: [[rc://*/ta/man/translate/figs-personification]])
# heaven must receive until
ଏହାର ଅର୍ଥ ଏହି ଯେ ଯୀଶୁଙ୍କୁ ସ୍ବର୍ଗରେ ରହିବା ଆବଶ୍ୟକ, କାରଣ ଈଶ୍ବର ତାହାହିଁ ଯୋଜନା କରିଛନ୍ତି I
# until the time of the restoration of all things
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଇଶ୍ବର ସମସ୍ତ ବିଷୟକୁ ପୁନଃସ୍ଥାପନ କରିବା ପର୍ଯ୍ୟନ୍ତ” କିମ୍ବା ) “ଈଶ୍ବର ପୂର୍ବରୁ ଆପଣା କହିଥିବା ସମସ୍ତ ବିଷୟକୁ ସଫଳ କରିବା ପର୍ଯ୍ୟନ୍ତ I “
# about which God spoke long ago by the mouth of his holy prophets
ବହୁ ପୂର୍ବରୁ ଯେତେବେଳେ ଭାବବାଦୀମାନେ କଥା କହିଥିଲେ, ସେତେବେଳେ ସତେ ଯେମିତି ସ୍ବୟଂ ଈଶ୍ବର କଥା କହିଥିଲେ କାରଣ ସେ ସେମାନଙ୍କୁ କଅଣ କହିବାକୁ ହେବ ତାହା ଜଣାଇଥିଲେ I ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ବିଷୟରେ ଈଶ୍ବର ବହୁ ପୂର୍ବରୁ ଆପଣା ପବିତ୍ର ଭାବବାଦୀମାନଙ୍କୁ ସେ ସମସ୍ତ ବିଷୟ କହିବାପାଇଁ ଜଣାଇଥିଲେ I “
# the mouth of his holy prophets
ଏଠାରେ “ମୁଖ” ଶବ୍ଦଟି ଭାବବାଦୀମାନେ କହିଥିବା ଓ ଲେଖିଥିବା ବାକ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କ ପବିତ୍ର ଭାବବାଦୀମାନଙ୍କର ବାକ୍ୟ” (ଦେଖ: [[rc://*/ta/man/translate/figs-metonymy]])