or_tn/act/03/05.md

4 lines
348 B
Markdown
Raw Permalink Normal View History

2020-11-19 00:15:53 +00:00
# The lame man looked at them
ଏଠାରେ “ଚାହିଁଲେ” ଶବ୍ଦର ଅର୍ଥ ହେଉଛି କୌଣସି ବିଷୟକୁ ଧ୍ୟାନଦେବା I ବିକଳ୍ପ ଅନୁବାଦ: “ଖଞ୍ଜ ଲୋକଟି ସେମାନଙ୍କୁ ସ୍ଥିର ଭାବରେ ଧ୍ୟାନ ଦେଲା”