or_tn/act/02/42.md

4 lines
846 B
Markdown
Raw Permalink Normal View History

2020-11-19 00:15:53 +00:00
# the breaking of bread
ରୋଟି ସେମାନଙ୍କ ଖାଦ୍ୟର ଅଂଶ ବିଶେଷ ଥିଲା I ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) ଏହା ସେମାନେ ଏକତ୍ର ଖାଉଥିବା ଯେ କୌଣସି ଭୋଜନ ହୋଇପାରେ I ବିକଳ୍ପ ଅନୁବାଦ: “ଏକତ୍ର ଭୋଜନ କରିବା” କିମ୍ବା ) ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନକୁ ସ୍ମରଣ କରିବାପାଇଁ ଏକତ୍ର କରୁଥିବା ଭୋଜନକୁ ଏହା ବୁଝାଇପାରେ I ବିକଳ୍ପ ଅନୁବାଦ: “ଏକତ୍ର ପ୍ରଭୁଭୋଜ ଭୋଜନ କରିବା” (ଦେଖ: [[rc://*/ta/man/translate/figs-synecdoche]])