or_tn/act/02/27.md

16 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯେହେତୁ ପିତର କହୁଛନ୍ତି ଯେ ଦାଉଦ ଏହି ବାକ୍ୟଗୁଡ଼ିକ ଯୀଶୁଙ୍କ ବିଷୟରେ କହିଥିଲେ, “ମୋହର,” “ଭକ୍ତ,” ଓ “ମୋତେ” ଶବ୍ଦ ଗୁଡ଼ିକ ଯୀଶୁଙ୍କୁ ବୁଝାଏ ଏବଂ “ତୁମ୍ଭେ” ଓ “ତୁମ୍ଭର” ଶବ୍ଦ ଗୁଡ଼ିକ ଈଶ୍ବରଙ୍କୁ ବୁଝାଏ I
# Connecting Statement:
ପିତର ଦାଉଦଙ୍କୁ ଉର୍ଦ୍ଧୃତ କରିବା ଶେଷ କରୁଛନ୍ତି I
# neither will you allow your Holy One to see decay
“ଭକ୍ତ” ଶବ୍ଦ ସହିତ ମଶୀହ, ଯୀଶୁ ଶବ୍ଦଗୁଡିକ ସ୍ବୟଂ ଯୀଶୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “କିଅବା ତୁମ୍ଭେ ଆପଣା ଭକ୍ତକୁ କ୍ଷୟ ପାଇବାକୁ ଦେବ ନାହିଁ” (ଦେଖ: [[rc://*/ta/man/translate/figs-123person]])
# to see decay
ଏଠାରେ “ଦେଖିବା” ଶବ୍ଦର ଅର୍ଥ କିଛି ଅନୁଭବ କରିବା I “କ୍ଷୟ” ଶବ୍ଦଟି ମୃତ୍ୟୁ ପରେ ଆପଣା ଶରୀର ପଚିଯିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ଷୟ ପାଇବା” (ଦେଖ: [[rc://*/ta/man/translate/figs-explicit]])