or_tn/act/02/23.md

20 lines
2.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# by God's predetermined plan and foreknowledge
ବିଶେଷ୍ୟ ପଦ “ସଂକଳ୍ପ” ଓ “ପୂର୍ବ ଜ୍ଞାନ”କୁ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ଏହାର ଅର୍ଥ ହେଉଛି ଈଶ୍ବର ଆଗରୁ ଯୋଜନା କରିଥିଲେ ଓ ଜାଣିଥିଲେ ଯେ ଯୀଶୁଙ୍କ ପ୍ରତି କଅଣ ଘଟିବ I ବିକଳ୍ପ ଅନୁବାଦ: “କାରଣ ଈଶ୍ବର କଅଣ ଘଟିବ ସେ ସମସ୍ତ ବିଷୟ ଆଗରୁ ଯୋଜନା କରିଥିଲେ ଓ ଜାଣିଥିଲେ” (ଦେଖ: [[rc://*/ta/man/translate/figs-abstractnouns]])
# This man was handed over
ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା: ୧) ”ତୁମ୍ଭେମାନେ ଯୀଶୁଙ୍କୁ ତାହାଙ୍କ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କଲ” କିଅବା ) “ଯିହୂଦା ଯୀଶୁଙ୍କୁ ତୁମ୍ଭମାନଙ୍କ ନିକଟରେ ସମର୍ପଣ କଲା I” (ଦେଖ: [[rc://*/ta/man/translate/figs-activepassive]])
# you, by the hand of lawless men, put him to death by nailing him to a cross
ଯଦିଓ “ଅଧାର୍ମିକ ଲୋକମାନେ” ପ୍ରକୃତରେ ଯୀଶୁଙ୍କୁ କ୍ରୁଶାର୍ପିତ କଲେ, ପିତର ଉପସ୍ଥିତ ଜନତାକୁ ତାହାଙ୍କୁ ବଧ କରିବାର ଦୋଷାରୋପ କରୁଛନ୍ତି, ଯେହେତୁ ସେମାନେ ତାହାଙ୍କର ମୃତ୍ୟୁ ଦାବୀ କରିଥିଲେ I
# by the hand of lawless men
ଏଠାରେ “ହସ୍ତ” ଅଧାର୍ମିକ ଲୋକମାନଙ୍କର କର୍ମକୁ ବୁଝାଏ I ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର କର୍ମ ଦ୍ବାରା” କିମ୍ବା “ଅଧାର୍ମିକ ଲୋକମାନେ ଯାହା କଲେ ତଦ୍ବାରା” (ଦେଖ: [[rc://*/ta/man/translate/figs-metonymy]])
# lawless men
ସମ୍ଭାବିତ ଅର୍ଥ ଗୁଡ଼ିକ ହେଲା ୧) ଅବିଶ୍ବାସୀ ଯିହୂଦୀମାନେ ଯେଉଁମାନେ ଯୀଶୁଙ୍କୁ ଅପରାଧ କରିଥିବାର ଦୋଷାରୋପ କଲେ କିମ୍ବା ) ରୋମୀୟ ସୈନ୍ୟମାନେ ଯେଉଁମାନେ ଯୀଶୁଙ୍କୁ ବଧ କରିବାର କାର୍ଯ୍ୟ କଲେ I