or_tn/act/02/16.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ ବିଶ୍ବାସୀମାନେ କହୁଥିବା ଭାଷାଗୁଡିକୁ ନେଇ ଯାହା ଘଟୁଅଛି, ସେ ସମ୍ବନ୍ଧରେ ପୁରାତନ ନିୟମରେ ଯୋୟେଲ ଭାବବାଦୀ ଲେଖିଥିବା ଏକ ଅଂଶକୁ ପିତର ସେମାନଙ୍କୁ କହୁଛନ୍ତି I ଏହା ଏକ କବିତା ଢଙ୍ଗରେ ଓ ଉର୍ଦ୍ଧୃତାଂଶ ଭାବରେ ଲେଖାଯାଇଛି I
# this is what was spoken through the prophet Joel
ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଯୋୟେଲ ଭାବବାଦୀଙ୍କୁ ଏହା ଲେଖିବାପାଇଁ କହିଥିଲେ” କିମ୍ବା “ଏହା ତାହା, ଯାହା ଯୋୟେଲ ଭାବବାଦୀ କହିଥିଲେ” (ଦେଖ: [[rc://*/ta/man/translate/figs-activepassive]])