or_tn/act/02/05.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ସେମାନଙ୍କୁ” ଶବ୍ଦଟି ବିଶ୍ବାସୀମାନଙ୍କୁ ବୁଝାଏ I “ଆପଣା ଆପଣା” ଶବ୍ଦଟି ଲୋକମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ ବୁଝାଏ I ୫ ପଦ ଯୀରୁଶାଲମରେ ବାସ କରୁଥିବା ବହୁ ସଂଖ୍ୟକ ଯିହୂଦୀମାନଙ୍କ ପୃଷ୍ଠଭୂମି ସମ୍ବନ୍ଧରେ ସୂଚନା ଦେଇଥାଏ, ଯେଉଁମାନଙ୍କ ମଧ୍ୟରୁ ଅନେକେ ଏହି ଘଟଣା ସମୟରେ ଉପସ୍ଥିତ ଥିଲେ I (ଦେଖ: [[rc://*/ta/man/translate/writing-background]])
# godly men
ଏଠାରେ “ଭକ୍ତ” ଶବ୍ଦଟି ସେହି ଲୋକମାନଙ୍କୁ ବୁଝାଏ, ଯେଉଁମାନେ ଈଶ୍ବରଙ୍କ ଉପାସନାରେ ଅନୁରାଗୀ ଓ ସମସ୍ତ ଯିହୂଦୀ ବ୍ୟବସ୍ଥା ପାଳନ କରିବା ନିମନ୍ତେ ଉଦ୍ୟମ କରୁଥିଲେ I
# every nation under heaven
ଜଗତର ପ୍ରତ୍ୟେକ ଜାତି I “ପ୍ରତ୍ୟେକ” ଶବ୍ଦଟି ଏକ ଅତିରଂଜନ ଯାହା ଗୁରୁତ୍ବ ଦେଉଛି ଯେ ବିଭିନ୍ନ ଦେଶରୁ ଲୋକମାନେ ଆସିଥିଲେ I ବିକଳ୍ପ ଅନୁବାଦ:”ଅନେକ ବିଭିନ୍ନ ଦେଶ” (ଦେଖ: [[rc://*/ta/man/translate/figs-hyperbole]])