or_tn/3jn/01/12.md

20 lines
2.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏଠାରେ “ଆମ୍ଭେ” ଶବ୍ଦଟି ଯୋହନ ଏବଂ ତାହାଙ୍କ ସହିତ ଯେଉଁମାନେ ଥିଲେ ସେମାନଙ୍କୁ ସୂଚିତ କରେ ଏବଂ ଗାୟଙ୍କୁ ସମ୍ପୃକ୍ତ କରେ ନାହିଁ । (ଦେଖ:[[rc://*/ta/man/translate/figs-exclusive]])
# Demetrius is borne witness to by all
ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଦୀମୀତ୍ରିୟଙ୍କୁ ଜାଣନ୍ତି ସମସ୍ତେ ତାହଙ୍କ ବିଷୟରେ ସାକ୍ଷ ଦିଅନ୍ତି” କିମ୍ବା “ପ୍ରତ୍ୟେକ ବିଶ୍ବାସୀମାନେ ଯେଉଁମାନେ ଦୀମୀତ୍ରିୟ ଜାଣନ୍ତି ସେମାନେ ତାହାଙ୍କ ବିଷୟରେ ଭଲ କହନ୍ତି” (ଦେଖ:[[rc://*/ta/man/translate/figs-activepassive]])
# Demetrius
ସେ ସମ୍ଭବତଃ ଜଣେ ବ୍ୟକ୍ତି ଅଟନ୍ତି ଯେତେବେଳେ ସେ ପରିଦର୍ଶନ କରିବା ନିମନ୍ତେ ଆସନ୍ତି ଯାହାଙ୍କୁ ଗାୟ ଏବଂ ମଣ୍ଡଳୀସମୁହ ସ୍ବାଗତ କରିବା ନିମନ୍ତେ ଯୋହନ ଚାହାନ୍ତି । (ଦେଖ:[[rc://*/ta/man/translate/translate-names]])
# by the truth itself
ସତ୍ୟ ନିଜେ ତାହାଙ୍କ ବିଷୟରେ ଉତ୍ତମ କୁହେ । ଏଠାରେ “ସତ୍ୟ” ଜଣେ ବ୍ୟକ୍ତି କଥା କହୁଥିବା ସଦୃଶ ବର୍ଣ୍ଣନା କରାଯାଏ । ଅନ୍ୟ ଏକ ଅନୁବାଦରେ: “ସମସ୍ତେ ଯେଉଁମାନେ ସତ୍ୟକୁ ଜାଣନ୍ତି ସେ ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି । (ଦେଖ: [[rc://*/ta/man/translate/figs-personification]] ଏବଂ [[rc://*/ta/man/translate/figs-explicit]] ଏବଂ [[rc://*/ta/man/translate/figs-rpronouns]])
# We also bear witness
ଯୋହନ ଯାହା ସୁନିଶ୍ଚିତ କରିଛନ୍ତି ତାହା ପରିଲକ୍ଷିତ ଅଟେ ଏବଂ ଏଠାରେ ନିର୍ଦ୍ଧିଷ୍ଟ ଭାବରେ ଉଦ୍ଦେଶ୍ୟ କରାଯାଏ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ମଧ୍ୟ ଦୀମୀତ୍ରିୟଙ୍କ ବିଷୟରେ ଭଲ କହୁଅଛୁ” (ଦେଖ:[[rc://*/ta/man/translate/figs-ellipsis]])