12 lines
1.5 KiB
Markdown
12 lines
1.5 KiB
Markdown
|
# They will have a shape of godliness, but they will deny its power
|
||
|
|
||
|
ପାଉଲ ଈଶ୍ବରପରାୟଣତା, ଅର୍ଥାତ୍ ଈଶ୍ବରଙ୍କୁ ସମ୍ଭ୍ରମ କରିବାର ଅଭ୍ୟାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପାର୍ଥିବ ବସ୍ତୁ, ଯାହାର ଆକାର ଓ ଶାରୀରିକ ଶକ୍ତି ଅଛି I ବିକଳ୍ପ ଅନୁବାଦ: “ସେମାନେ ଈଶ୍ବରଙ୍କୁ ସମ୍ମାନ କଲାପରି ଦେଖାଯିବେ, କିନ୍ତୁ ସେମାନେ ଯେଉଁଭଳି କାର୍ଯ୍ୟ କରିବେ, ତାହା ପ୍ରମାଣ କରିବ ଯେ ସେମାନେ ପ୍ରକୃତରେ ଈଶ୍ବରଙ୍କ ଶକ୍ତିରେ ବିଶ୍ବାସ କରନ୍ତି ନାହିଁ” (ଦେଖ: [[rc://*/ta/man/translate/figs-metaphor]])
|
||
|
|
||
|
# have a shape of godliness
|
||
|
|
||
|
ଈଶ୍ବରପରାୟଣ ଥିବା ପରି ଦେଖାଯିବେ କିମ୍ବା “ଈଶ୍ବରଙ୍କୁ ସମ୍ମାନ କଲାପରି ଦେଖାଯିବେ”
|
||
|
|
||
|
# Turn away from these people
|
||
|
|
||
|
ଏଠାରେ “ଅନ୍ତର ହେବା” ଗୋଟିଏ ରୂପକ ଯାହା ଜଣକୁ ଏଡାଇବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଏହି ପ୍ରକାର ଲୋକକୁ ଏଡ଼ାଅ” (ଦେଖ: [[rc://*/ta/man/translate/figs-metaphor]])
|