or_tn/2ti/02/08.md

16 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
କିପରି ଖ୍ରୀଷ୍ଟଙ୍କ ସକାଶେ ଜୀବନ କାଟିବାକୁ ହେବ, କିପରି ଖ୍ରୀଷ୍ଟଙ୍କ ସକାଶେ ଦୁଃଖଭୋଗ କରିବାକୁ ହେବ ଓ କିପରି ଖ୍ରୀଷ୍ଟଙ୍କ ସକାଶେ ଜୀବନ କାଟିବା ନିମନ୍ତେ ଶିକ୍ଷା ଦେବାକୁ ହେବ, ସେ ବିଷୟରେ ପାଉଲ ତୀମଥିଙ୍କୁ ଉପଦେଶ ଦେଉଛନ୍ତି I
# from David's seed
ଏହା ଗୋଟିଏ ରୂପକ, ଯାହାର ଅର୍ଥ ହେଉଛି ଯେ ଯୀଶୁ ଦାଉଦଙ୍କ ବଂଶ ଜାତ ଅଟନ୍ତି I ବିକଳ୍ପ ଅନୁବାଦ: “ଯେ କି ଦାଉଦଙ୍କ ବଂଶ ଜାତ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])
# who was raised from the dead
ଏଠାରେ ଉଠାଇବା ହେଉଛି ଗୋଟିଏ ରୂଢ଼ି, ଯାହାର ଅର୍ଥ ମୃତ ହୋଇଥିବା ଲୋକକୁ ପୁନର୍ବାର ଜୀବିତ କରିବା I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ପୁନର୍ବାର ଜୀବିତ କଲେ” କିମ୍ବା “ଯାହାଙ୍କୁ ଈଶ୍ବର ମୃତମାନଙ୍କ ମଧ୍ୟରୁ ଉଠାଇଲେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-idiom]])
# according to my gospel message
ପାଉଲ ସୁସମାଚାର ବାକ୍ୟ ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ବିଶେଷକରି ତାହାଙ୍କର ଅଟେ I ସେ କହିବାର ଅର୍ଥ ହେଉଛି ଯେ ଏହା ହେଉଛି ସେ ଘୋଷଣା କରୁଥିବା ସୁସମାଚାରର ବାକ୍ୟ I ବିକଳ୍ପ ଅନୁବାଦ: “ମୁଁ ପ୍ରଚାର କରୁଥିବା ସୁସମାଚାରର ବାକ୍ୟ ଅନୁସାରେ” (ଦେଖ: [[rc://*/ta/man/translate/figs-metonymy]])