or_tn/2th/03/08.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# we worked night and day
ଆମ୍ଭେମାନେ ରାତି ଦିନ କାର୍ଯ୍ୟ କଲୁ I ଏଠାରେ “ରାତି” ଓ “ଦିନ” ଗୋଟିଏ ଯୁଗ୍ମ ଶବ୍ଦ ଯାହା “ସବୁ ସମୟ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସବୁ ସମୟରେ କାର୍ଯ୍ୟ କଲୁ” (ଦେଖ: [[rc://*/ta/man/translate/figs-merism]])
# in difficult labor and hardship
ପାଉଲ ତାହାଙ୍କର ପରିସ୍ଥିତି ଯେ କେତେ କଠିନ ଥିଲା, ସେ ବିଷୟକୁ ଗୁରୁତ୍ବ ଦେଉଛନ୍ତି I କଠିନ କାର୍ଯ୍ୟ ସେହିପରି କାର୍ଯ୍ୟକୁ ସୂଚାଏ, ଯେଉଁଥିପାଇଁ ବହୁତ ଉଦ୍ୟମ ଆବଶ୍ୟକ I କଠିନ ପରିଶ୍ରମ ସୂଚାଉଛି ଯେ ସେମାନେ ଯନ୍ତ୍ରଣା ଓ ଦୁଃଖଭୋଗ ସହ୍ୟ କଲେ I ବିକଳ୍ପ ଅନୁବାଦ: “କଠିନ ପରିସ୍ଥିତି ମଧ୍ୟରେ” (ଦେଖ: [[rc://*/ta/man/translate/figs-doublet]])