or_tn/2th/03/01.md

16 lines
1.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପାଉଲ ତାହାଙ୍କ ନିମନ୍ତେ ଓ ତାହାଙ୍କର ସଙ୍ଗୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ବିଶ୍ବାସୀମାନଙ୍କୁ ଅନୁରୋଧ କରୁଛନ୍ତି I
# Now
ପ୍ରସଙ୍ଗରେ ଗୋଟିଏ ପରିବର୍ତ୍ତନକୁ ଚିହ୍ନଟ କରିବାପାଇଁ ପାଉଲ “ଅବଶେଷରେ” ଶବ୍ଦକୁ ବ୍ୟବହାର କରୁଛନ୍ତି I
# brothers
ଏଠାରେ “ଭାଇମାନେ”ର ଅର୍ଥ ଉଭୟ ପୁରୁଷ ଓ ସ୍ତ୍ରୀ ସହଖ୍ରୀଷ୍ଟିୟାନମାନେ I ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” (ଦେଖ: [[rc://*/ta/man/translate/figs-gendernotations]])
# that the word of the Lord may rush and be glorified, as it also is with you
ଈଶ୍ବରଙ୍କ ବାକ୍ୟ ବ୍ୟାପିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଦୌଡୁଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ପ୍ରକାରେ ତୁମ୍ଭମାନଙ୍କ ପ୍ରତି ଘଟିଥିଲା ସେହି ପ୍ରକାରେ ଯେପରି ଅଧିକରୁ ଅଧିକ ଲୋକମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବିଷୟରେ ଆମ୍ଭମାନଙ୍କର ସମ୍ବାଦ ଶୀଘ୍ର ଶୁଣିବେ ଓ ଏହାର ଗୌରବ କରିବେ,” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])