or_tn/2pe/03/15.md

8 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# consider the patience of our Lord to be salvation
ଯେହେତୁ ପ୍ରଭୁ ଦୀର୍ଘସହିଷ୍ଣୁ, ବିଚାର ଦିନ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ I ଏହା ଲୋକମାନଙ୍କୁ, ଯେପରି ସେ [ ପିତର ୩:୯](../03/09.md)ରେ ବୁଝାଇଥିଲେ, ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I ବିକଳ୍ପ ଅନୁବାଦ: “ମଧ୍ୟ, ଆମ୍ଭମାନଙ୍କ ପ୍ରଭୁଙ୍କ ଦୀର୍ଘସହିଷ୍ଣୁତା ସମ୍ବନ୍ଧରେ ଚିନ୍ତା କର, ଯାହା ତୁମ୍ଭମାନଙ୍କୁ ମନପରିବର୍ତ୍ତନ କରିବାକୁ ଓ ଉଦ୍ଧାର ପ୍ରାପ୍ତ ହେବାକୁ ଏକ ସୁଯୋଗ ଦିଏ I (ଦେଖ: [[rc://*/ta/man/translate/figs-explicit]])
# according to the wisdom that was given to him
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ଦେଇଥିବା ଜ୍ଞାନ ଅନୁସାରେ” (ଦେଖ: [[rc://*/ta/man/translate/figs-activepassive]])