or_tn/2pe/03/10.md

24 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# However
ଯଦିଓ ପ୍ରଭୁ ଦୀର୍ଘସହିଷ୍ଣୁ ଓ ଲୋକମାନେ ମନପରିବର୍ତ୍ତନ କରନ୍ତୁ ବୋଲି ଚାହାନ୍ତି, ସେ ନିଶ୍ଚୟ ଆଗମନ କରି ନ୍ୟାୟ ବିଚାର କରିବେ I
# the day of the Lord will come as a thief
ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନ ସମ୍ବନ୍ଧରେ ପିତର କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଚୋର, ଯେ କି ଅପ୍ରତ୍ୟାଶିତ ଭାବରେ ଆସିବ ଓ ଲୋକମାନଙ୍କୁ ଆଶ୍ଚର୍ଯଚକିତ କରିବ I (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-simile]])
# The heavens will pass away
ଆକାଶମଣ୍ଡଳ ଲୋପ ପାଇବ
# The elements will be burned with fire
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୌଳିକ ବସ୍ତୁସବୁକୁ ଅଗ୍ନିରେ ଦଗ୍ଧ କରିବେ” (ଦେଖ: [[rc://*/ta/man/translate/figs-activepassive]])
# The elements
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସଦୃଶ ଆକାଶମଣ୍ଡଳସ୍ଥିତ ବସ୍ତୁ କିମ୍ବା ) ମାଟି, ବାୟୁ, ଅଗ୍ନି ଓ ଜଳ ସଦୃଶ ବସ୍ତୁ ଯାହାଦ୍ବାରା ଆକାଶମଣ୍ଡଳ ଓ ପୃଥିବୀ ଗଠିତ ହୋଇଅଛି I
# the earth and the deeds in it will be revealed
ଈଶ୍ବର ସମସ୍ତ ପୃଥିବୀକୁ ଓ ସମସ୍ତେ କରିଥିବା କାର୍ଯ୍ୟକୁ ଦେଖିବେ ଏବଂ ତତ୍ପରେ ସମସ୍ତ ବିଷୟର ବିଚାର କରିବେ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ପୃଥିବୀକୁ ଓ ତହିଁରେ ଲୋକମାନେ କରିଥିବା ସମସ୍ତ ବିଷୟକୁ ପ୍ରକାଶିତ କରିଦେବେ” (ଦେଖ: [[rc://*/ta/man/translate/figs-activepassive]])