or_tn/2pe/03/07.md

16 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# the heavens and the earth are reserved for fire by that same command
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର, ସେହି ବାକ୍ୟ ଦ୍ବାରା ଆକାଶ ମଣ୍ଡଳ ଓ ପୃଥିବୀକୁ ଅଗ୍ନି ନିମନ୍ତେ ସଂରକ୍ଷିତ କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# that same command
ଏଠାରେ “ଆଜ୍ଞା” ଈଶ୍ବରଙ୍କୁ ବୁଝାଏ, ଯେ କି ଆଜ୍ଞା ଦେବେ: ବିକଳ୍ପ ଅନୁବାଦ: “ଈଶ୍ବର ସେହିପରି ଗୋଟିଏ ଆଜ୍ଞା ଦେବେ”
# They are reserved for the day of judgment
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ ଓ ଏକ ନୂଆ ବାକ୍ୟରେ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ସେମାନଙ୍କୁ ବିଚାର ଦିନ ନିମନ୍ତେ ସଂରକ୍ଷିତ କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# for the day of judgment and the destruction of the ungodly people
ଏହାକୁ କ୍ରିୟାରୂପକ ବାକ୍ୟାଂଶରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଅଧାର୍ମିକ ଲୋକମାନଙ୍କୁ ବିଚାର ଓ ବିନାଶ କରିବା ଦିନ ନିମନ୍ତେ” (ଦେଖ: [[rc://*/ta/man/translate/figs-abstractnouns]])