or_tn/2pe/02/15.md

8 lines
839 B
Markdown
Raw Permalink Normal View History

2020-11-19 00:15:53 +00:00
# They have abandoned the right way and have wandered off to follow
ଏହି ଭଣ୍ଡ ଶିକ୍ଷକମାନେ ସତ୍ୟ ମାର୍ଗ ପରିତ୍ୟାଗ କରି ପଥ ଭ୍ରଷ୍ଟ ହୋଇଅଛନ୍ତି I ଭଣ୍ଡ ଶିକ୍ଷକମାନେ ଈଶ୍ବରଙ୍କ ବାଧ୍ୟହେବାକୁ ଅଗ୍ରାହ୍ୟ କରିଅଛନ୍ତି, କାରଣ ସେମାନେ ଯାହା ସତ୍ୟ, ତାହା ଅଗ୍ରାହ୍ୟ କରିଛନ୍ତି I
# the right way
ଈଶ୍ବରଙ୍କୁ ଗୌରବ ଦେଉଥିବା ସତ୍ୟ ବ୍ୟବହାର ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଯିବାପାଇଁ ଗୋଟିଏ ପଥ ଅଟେ I (ଦେଖ: [[rc://*/ta/man/translate/figs-metaphor]])