or_tn/2pe/02/03.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# exploit you with deceptive words
ସେମାନଙ୍କୁ ଅର୍ଥ ଦେବାକୁ ମିଥ୍ୟା କଥା କହି ତୁମ୍ଭମାନଙ୍କୁ ଭୁଲାଇବେ
# their condemnation has not been idle, and their destruction is not asleep
“ଦଣ୍ଡ” ଓ “ବିନାଶ” ବିଷୟରେ ପିତର କହନ୍ତି ଯେ ସତେ ଯେପରି ସେଗୁଡିକ କାର୍ଯ୍ୟ କରୁଥିବା ଲୋକମାନେ ଅଟନ୍ତି I ଏହି ଦୁଇଟି ବାକ୍ୟାଂଶ ମୌଳିକ ଭାବରେ ଏକା ଅର୍ଥକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ କେତେ ଶୀଘ୍ର ଭଣ୍ଡ ଶିକ୍ଷକମାନେ ଦଣ୍ଡ ପାଇବେ I (ଦେଖ: [[rc://*/ta/man/translate/figs-personification]] ଓ [[rc://*/ta/man/translate/figs-parallelism]])
# their condemnation has not been idle, and their destruction is not asleep
ତୁମେ ଏହି ବାକ୍ୟାଂଶଗୁଡିକୁ କ୍ରିୟା ଲଗାଇ ସକରାତ୍ମକ ଭାବରେ ଅନୁବାଦ କରିପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେମାନଙ୍କୁ ଶୀଘ୍ର ଦଣ୍ଡ ଦେବେ; ସେ ସେମାନଙ୍କୁ ବିନାଶ କରିବାକୁ ପ୍ରସ୍ତୁତ” (ଦେଖ: [[rc://*/ta/man/translate/figs-doublenegatives]] ଓ [[rc://*/ta/man/translate/figs-abstractnouns]])