or_tn/2pe/01/11.md

8 lines
550 B
Markdown
Raw Permalink Normal View History

2020-11-19 00:15:53 +00:00
# there will be richly provided for you an entrance into the eternal kingdom
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ଅନନ୍ତ ରାଜ୍ୟରେ ସ୍ବଚ୍ଛନ୍ଦରେ ପ୍ରବେଶ କରିବାକୁ ଦେବେ” (ଦେଖ: [[rc://*/ta/man/translate/figs-activepassive]])
# an entrance
ପ୍ରବେଶ କରିବାକୁ ଏକ ସୁଯୋଗ