or_tn/2pe/01/10.md

8 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# make your calling and election sure
“ଆହ୍ବାନ” ଓ “ମନୋନୟନ”ର ଅର୍ଥ ପ୍ରାୟ ସମାନ ଓ ତାହାଙ୍କର ହେବା ନିମନ୍ତେ ଈଶ୍ବର ସେମାନଙ୍କୁ ମନୋନୀତ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ନିଶ୍ଚିତ କର ଯେ ତାହାଙ୍କର ହେବା ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” (ଦେଖ: [[rc://*/ta/man/translate/figs-doublet]])
# you will not stumble
ଏଠାରେ “ଝୁଣ୍ଟିପଡ଼ିବା” ଶବ୍ଦ ହୁଏତ ୧) ପାପ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପାପପୂର୍ଣ୍ଣ ବ୍ୟବହାର କରିବ ନାହିଁ” କିମ୍ବା ) ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବା ବିଷୟକୁ ବୁଝାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରତି ଅବିଶ୍ବସ୍ତ ହେବ ନାହିଁ” (ଦେଖ: [[rc://*/ta/man/translate/figs-metaphor]])