or_tn/2jn/01/13.md

4 lines
787 B
Markdown
Raw Permalink Normal View History

2020-11-19 00:15:53 +00:00
# The children of your chosen sister
ଏଠାରେ ଯୋହନ ଅନ୍ୟ ମଣ୍ଡଳୀମାନଙ୍କ ବିଷୟରେ ଏପରି କହନ୍ତି ଯେପରି ସେଗୁଡ଼ିକ ଏହି ପତ୍ରର ପାଠକମାନଙ୍କ ମଣ୍ଡଳୀର ଜଣେ ଭଗିନୀ ଥିଲେ ଏବଂ ବିଶ୍ବାସୀମାନେ ସେହି ମଣ୍ଡଳୀର ଏକ ଅଂଶ ଥିଲେ ଯେପରିକି ସେମାନେ ସେହି ମଣ୍ଡଳୀର ସନ୍ତାନଗଣ ଥିଲେ । ଏହା ଗୁରୁତ୍ବାରୋପ କରେ ଯେ ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାର ଅଟନ୍ତି. (ଦେଖ:[[rc://*/ta/man/translate/figs-metaphor]])